![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପିତ୍ତଳ ବଜାରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ତିନିଦିନ ବ୍ୟାପୀ କରୋନା କଟକଣାକୁ ଦୃଷ୍ଟିରେ ରଖି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ରଙ୍ଗିନ ବିଦ୍ୟୁତ ଆଲୋକ ସଜ୍ଜା ଓ ଆକର୍ଷଣୀୟ ମେଢ ଦେଖିବାକୁ ଏବଂ ଦେବୀଙ୍କ ଦର୍ଶନ ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଠାରେ କୋଭିଡ୍ ନିୟମ ଅନୁପାଳନ କରି ମାଙ୍କ ଦର୍ଶନ କରିଛନ୍ତି ଭକ୍ତ । ପରେ ଦେବୀଙ୍କ ମୂର୍ତ୍ତିକୁ ଋଷିକୁଲ୍ୟା ନଦୀରେ ବିସର୍ଜନ କରାଯାଇଛି ।