ନୂଆଦିଲ୍ଲୀ, ଅଫିସ୍ ଅଫ୍ ଅମିତ ଶାହ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ଯେ, କେବେ ଏହା ପୂର୍ବରୁ ସମ୍ଭବ ହୋଇପାରିନଥିଲା, ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ କହିନଥିଲେ ଯେ, ୫ ଟ୍ରିଲିୟନ ଡଲାର ଅର୍ଥନୀତି ବିକାଶ କରିବାର ଶକ୍ତି ଭାରତର ରହିଛି ବୋଲି । ଆଜି ଆମେ ୧୧ ନମ୍ବରରୁ ୬ ନମ୍ବର ଅର୍ଥ ବ୍ୟବସ୍ଥା ତିଆରି କରିପାରିଛୁ । ଖୁବ୍ ଶୀଘ୍ର ପଚଂମ ସ୍ଥାନରେ ରହିବୁ । ମୋର ବିଶ୍ୱାସ ରହିଛି ଭାରତ ଖୁବ୍ ଶୀଘ୍ର ୫ ଟ୍ରିଲିୟନ ଡଲାର ଇକୋନୋମିରେ ପହଂଚିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO