ଚୌଦ୍ୱାର, ୨୦ଟି କୁକୁରଙ୍କୁ ବିଷ ଦେଇ ମାରିବା ଘଟଣାରେ ଶଙ୍କରପୁର ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତକାଲି ଖାଦ୍ୟରେ ବିଷ ଦେଇ ସେ ଏହି କୁକୁର ମାନଙ୍କୁ ମାରିଥିବା ଅଭିଯୋଗ ହୋଇଛି ।