ଘସିପୁରା, ଏକ ଦନ୍ତାହାତୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ମିତ୍ରପୁର, ମହିସାପଟା ଅଂଚଳକୁ ପଶି ଆସିବା ସହ ସେଠାରେ କିଛି ଘର ଭାଙ୍ଗିଛି, ଦଳିଚକଟି ବ୍ୟାପକ ଫସଲ ନଷ୍ଟ କରିଛି । ହାତୀଟି ଏବେ ଶାଳବଣି ଅଂଚଳରେ ଥିବା ସୂଚନା ମିଳିଛି । ଖାଦ୍ୟ ଅନ୍ୱେଷଣରେ ହାତୀଟି ଗାଁ ମୁହାଁ ହୋଇଥିବା ଜଣାପଡିଛି । ଦନ୍ତାହାତୀଟିକୁ ଏଠାରୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO