ଭୁବନେଶ୍ୱର – ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସର ନିଦେ୍ର୍ଧଶାନୁଯାୟୀ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଏକ ଜରୁରୀ ରାଜ୍ୟ କାର୍ଯ୍ୟକାରିଣୀ ବୈ÷ଠକ ଆସନ୍ତା ୩୧ ତାରିଖ ଅପରାହ୍ନ ୩ଟା ସମୟରେ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କର ସଭାପତିତ୍ୱରେ ଅନୁÂିତ ହେବ । ଏହି ବୈ÷ଠକରେ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ଓ ବିଜେଡି ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ଋଣନୀତି ପ୍ରସ୍ତୁତ ଓ ତୃଣମୂଳ ସ୍ତରରୁ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ କରାଯିବା ପାଇଁ ପ୍ରସ୍ଥାବ ଗୃହୀତ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।
Related Stories
November 24, 2024
November 24, 2024