
ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଡ଼ଃ ସୁନୀଲ ତାରାଇ, ସଂମ୍ମାନିତ ଅତିଥି ବଦ୍ରି ମିଶ୍ର, ଗୌରୀଶଙ୍କର ସିଂହାରୀ, ଗୁରୁ ରୁପଲତା ମହାନ୍ତି, ଶ୍ୟାମ ପ୍ରକାଶ ସେନାପତି, ସମ୍ବର୍ଦ୍ଧିତ ଅତିଥି ସୌମ୍ୟ ରଞ୍ଜନ ପାତ୍ର ଙ୍କ ଉପସ୍ଥିତରେ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ମନୋଜ କୁମାର ମହାପାତ୍ର,ସମ୍ପାଦକ ସନ୍ତୋଷ କୁମାର ପ୍ରଦାନ, କାଞ୍ଚନ ଶୁକ୍ଲା, ଦୀପ୍ତି ମିଶ୍ର, ହରେକୃଷ୍ଣ ସାହୁ, ଯଶବନ୍ତ ଜେନା, ସପନ ତରାଇ,ଗୌରବ ରଞ୍ଜନ କରଣ, ଦିଲ୍ଲୀପ ନାୟକ, କୈଳାସ ନାୟକ, ବର୍ଷା, ମମତା, ଚିନ୍ମୟୀ, ମାମାଲି, ସ୍ନେହା ପ୍ରିୟଦର୍ଶିନୀ, ମୁନା ପ୍ରମୁଖ ପରିଚାଳନା କରିଥିଲେ |ଏଥି ସହିତ ଗାୟତ୍ରୀ ବୀରେଶ୍ୱର ଶୁକ୍ଲା education and charitable trust ଓ ମାଟିର ମଣିଷ କାର୍ଯ୍ୟକ୍ରମରେ ଅନନ୍ୟା କଳା ମନ୍ଦିରକୁ ସହଯୋଗ କରିଥିଲା |