ଏହା ବ୍ୟତୀତ ଉପସଭାପତି ରୂପେ ମଧୁସୂଦନ ରାୟ, ଜୁଲି ନାୟକ, ବାବୁଲା ବେହେରା, ଅଜିତ ସାମନ୍ତରାୟ, ବାମଦେବ ଦାସ ମନୋନୀତ ହୋଇଥିଲେ । ସେହିପରି ଆଇନ ପରାମର୍ଶ ଦାତା ଭାବେ ଜେନାମଣି ଏସଏସବି ଜେନା ଥିବା ବେଳେ ସହ ସଂପାଦକ ରୂପେ ପ୍ରକାଶ କୁମାର ଗୋଛି, ଆଶୀର୍ବାଦ ମହାନ୍ତି, ସନ୍ତୋଷ ବିଶ୍ୱାଳ, ବିଶାଲ ରଞ୍ଜନ ପ୍ରଧାନ, ବିରଞ୍ଚି କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ଏହା ସହିତ କୋଷାଧ୍ୟକ୍ଷ ରୂପେ ଜ୍ଞାନ ରଞ୍ଜନ ମହାନ୍ତି ଏବଂ ରଞ୍ଜିତ ମହାନ୍ତି, ସଞ୍ଜୀବ ମହାନ୍ତି, ଦିଲୀପ ରାଜ ପାଲ, ରଘୁନାଥ ସାହୁ, ପ୍ରଶାନ୍ତ ପ୍ରଧାନ, ପ୍ରକାଶ କୁମାର ରାଉତରାୟ, କେଶବ ପ୍ରଧାନ ଆଦି ସଭ୍ୟ ରୂପେ ମନୋନୀତ ହୋଇଥିଲେ । ଭାରତ ସରକାର ଏବେ ବିଭିନ୍ନ ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏଥିରେ ରାଜ୍ୟ ସରକାର ମାନେ ପୂର୍ଣ୍ଣ ସମର୍ଥନ ମଧ୍ୟ କରୁଛନ୍ତି ବୋଲି ଶ୍ରୀ ଇନ୍ଦୋଲିୟା କହିଥିଲେ । ଏଭଳି ପ୍ରୋତ୍ସାହନ ମିଳିବାରୁ ଓଡ଼ିଶାର ଯୁବ ପ୍ରତିଭା ମାନେ ଜାତୀୟ ଓ ଅନ୍ତର୍ଜାତୀୟରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହା ସହ ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ମାଲଖମ୍ବ କିଟ୍ ସମସ୍ତ ଅନୁଷ୍ଠାନ ମଧ୍ୟରେ ବିତରଣ କରାଯାଇଥିଲା ।
Related Stories
November 22, 2024