-
ରିପୋର୍ଟ ଚିତ୍ତରଞ୍ଜନ ଗନ୍ତାୟତ

ଜଗନ୍ନାଥ ପ୍ରସାଦ : ବିଜେଡିର ନେତା ଓ କର୍ମୀଙ୍କ ଦ୍ଵାରା ଦଳିତ ପରିବାର ଙ୍କୁ ବାରମ୍ବାର ଆକ୍ରମଣ ତଥା ଡ଼ା. ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ ବଢି ଚାଲିଥିବା ଅଭିଯୋଗ କରିଛି ବିଜେପି ଏସସି ମୋର୍ଚ୍ଚା।ଜଗତସିଂହପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ର ସଭାପତି କବିରାଜ ବେହେରା, ପ୍ରଦ୍ବନ ନାୟକ ବିଜେପି ବିଧାୟକ ପ୍ରାଥୀ ।
ସନ୍ତୋଷ ତିଆଡି ବିଜେପି ଉପସଭାପତି, ଅଭିମନ୍ୟୁ ଭୂୟାଁ କାର୍ଯ୍ୟକାରି ସଦସ୍ୟା, ନିତ୍ୟାନନ୍ଦ ରଥ ମଣ୍ଡଳ ସଭାପତି, ସତ୍ୟ ସୋହନ ରଥ ସମିତିସଭ୍ୟ ଜିଲ୍ଲା କାର୍ଯ୍ୟା କାରି ସଦ, ନୀଳାଞ୍ଚଳ ଖିଲାର ଜିଲ୍ଲା କାର୍ଯ୍ୟା କାରି ସଦସ୍ୟା, ସନ୍ତୋଷ ଭୂୟାଁ ସକ୍ରିୟ ସଦସ୍ୟ ସାମ୍ବାଦିକ ସମ୍ମିଳନୀରେ ଏହି ଆକ୍ରମଣ ପ୍ରତିବାଦ ରେ ଆସନ୍ତା ଅଗଷ୍ଟ ୧୦ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାର ସୂଚନା ଦେଇଛନ୍ତି। ଦଳିତ ଜନ ଜନସାଧାରଣ ଙ୍କୁ ନ୍ୟାୟ ଦେବା ପ୍ରତିବାଦରେ ପ୍ରତିବାଦ କରିବାକୁ ଯାଉଛି ବିଜେପି ଦଳ 1
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO