-
ପୋଲିସ ଉପରେ ଆକ୍ରମଣ, ୨ ପୋଲିସ ଗୁରୁତର
ସେମାନଙ୍କ ମଧ୍ୟରୁ ସ୍ମୃତିରେଖା ବଳ ଓ ପ୍ରଭୁରଞ୍ଜନ ନାୟକ କରୁଣାକର ଦ୍ୱାରା ଟାଙ୍ଗିଆ ଓ କୁରାଢ଼ୀ ଆକ୍ରମଣରେ ଗୁରୁତର ହୋଇ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ କେତେକଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା ଚଳାଇଛି ।