
ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ମୋଟ୍ ୭୫୦୦ କେଜି ଗୁଡ଼ ମିଶ୍ରିତ ପୋଚ ଓ ୨୪୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା । ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା ।ଚଢ଼ଉରେ ଚିକିଟି, ବିଏସଇ ବିଜୟ କୁମାର ଧାରୁଆ, ଚିକିଟି ରେଞ୍ଜ୍ ଇନ୍ସପେକ୍ଟର ମିହିର କୁମାର ସେଠୀ, ସଦର ରେଞ୍ଜ୍ ଇନ୍ସପେକ୍ଟର ଅର୍ଜ୍ଜୁନ ମଲ୍ଲିକ, ତପସ୍ୱିନୀ ବରାଳ, ସନ୍ତୋଷ କୁମାର ସାହୁ, ସୁବାଷ ଚନ୍ଦ୍ର ମହାକୁଡ଼ ଏବଂ ଜରଡ଼ା ଥାନା ଟିମ୍ ସାମିଲ୍ ଥିଲେ ।