ଭୁବନେଶ୍ୱର, ଅଲିମ୍ପିକ ପ୍ରତିଯୋଗୀତାରେ ଭାରତ ବ୍ରୋଂଜ ପଦକ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।ସେ ବିଜୟୀ ଟିମର ସଦସ୍ୟ ମାନଙ୍କ ସହ କଥାବାର୍ତା ହୋଇ ଚିତାକର୍ଷକ ବିଜୟ ପାଇଁ ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।