
ଭୁୁବନେଶ୍ୱର, ଆସନ୍ତାକାଲି ୧୫୧୩୬ ଜଣ ଛାତ୍ରଛାତ୍ରୀ ୫୦୪ଟି ସେଂଟରରେ ମାଟ୍ରିକ ପରୀକ୍ଷା ଦେବେ । କୋଭିଡ ନିୟମ ପାଳନ କରି ହେବ ପରୀକ୍ଷା । ୩୦ରୁ ୫ ଯାଏ ହେବ ପରୀକ୍ଷା । ନିର୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି ।