
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଦିଲି ଗ୍ରାମ ପଞ୍ଚାୟତର ଏମ୍.ପି.ଭି-୫ ନମ୍ବର ଗ୍ରାମ ର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ କୁନି କୁନି ପିଲାମାନଙ୍କୁ ପାଇଁ ନିର୍ମାଣ ହେଉଥିବା, ପାଇଖାନାକୁ ନିର୍ମାଣରେ ଦୁର୍ନୀତି l ଏହି କାର୍ଯ୍ୟରେ ନାଁ ଠିକ ଭାବରେ ବ୍ୟବହାର ହୋଇଛି ପଥର ନାଁ ଲୁହା ନା ସିମେଣ୍ଟ l ଅଳ୍ପ ମାତ୍ରାରେ ସିମେଣ୍ଟ ଦେଇ ସିଙ୍ଗେଲ ଇଟାରେ କାନ୍ଥ ତିଆରି କରାଯାଇଛି। ଏହାଛଡ଼ା ଲାଟିନ ଟାଙ୍କି ମଧ୍ୟ ଅତି କ୍ଷୁଦ୍ର କରାଯାଇଛି। ଲୁହା ପାଇପ୍ ବଦଳରେ ବ୍ୟବହୃତ କରାଯାଉଛି କାଠ, ଖୁବ ଖୁଦ୍ର ଆକାରରେ ଏହି ପାଇଖାନା ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି l ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ କରି କିଛି ଅସାଧୁ ଠିକାକର୍ମୀ ଲାଭବାନ ହେଉଛନ୍ତି। ଖାଲି ଏତିକି ନୁହେଁ , କିଛି ସରକାରୀ ବାବୁ ଏବଂ ଠିକାକର୍ମୀ ଙ୍କ ମଧୁ ଚନ୍ଦୀ୍କା ରେ ଏଭଳି କାର୍ଯ୍ୟ କରାଯାଉଅଛି l ପାଇଖାନା ଦୁର୍ନୀତିର ଶିକାର ହେଲେ କୁନି କୁନି ପିଲାମାନେ l ଅତି ଶିଘ୍ର ତଦନ୍ତ କରିବା ସହିତ ପାଇଖାନା ନିର୍ମାଣ କରିଥିବା ଅସାଧୁ ଠିକାଦାରଙ୍କ ଉପରେ ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ସାଧାରଣରେ ଦାବି ହେଉଛି l
ମାଲକାନଗିରି, ୧ 0ଜୁଲାଇ (ହି. ସ.)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବଦିଲି ଗ୍ରାମ ପଞ୍ଚାୟତର ଏମ୍.ପି.ଭି-୫ ନମ୍ବର ଗ୍ରାମ ର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ କୁନି କୁନି ପିଲାମାନଙ୍କ ପାଇଁ ହେଉଥିବା, ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ !ଏହି କାର୍ଯ୍ୟରେ ନାଁ ଠିକ ଭାବରେ ବ୍ୟବହାର ହୋଇଛି ପଥର ନାଁ ଲୁହା ନା ସିମେଣ୍ଟ! ଅଳ୍ପ ମାତ୍ରାରେ ସିମେଣ୍ଟ ଦେଇ ସିଙ୍ଗେଲ ଇଟାରେ କାନ୍ଥ ତିଆରି କରାଯାଇଛି। ଏହାଛଡ଼ା ଲାଟିନ ଟାଙ୍କି ମଧ୍ୟ ଅତି କ୍ଷୁଦ୍ର କରାଯାଇଛି। ଲୁହା ପାଇପ୍ ବଦଳରେ ବ୍ୟବହୃତ କରାଯାଉଛି କାଠ, ଖୁବ ଖୁଦ୍ର ଆକାରରେ ଏହି ପାଇଖାନା ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି! ଅତିରୁ ଅତି ନିମ୍ନ ମାନର କାର୍ଯ୍ୟ କରି କିଛି ଅସାଧୁ ଠିକାକର୍ମୀ ଲାଭବାନ ହେଉଛନ୍ତି। ଖାଲି ଏତିକି ନୁହେଁ , କିଛି ସରକାରୀ ବାବୁ ଏବଂ ଠିକାକର୍ମୀ ଙ୍କ ମଧୁ ଚନ୍ଦ୍ରିକା ରେ ଏଭଳି କାର୍ଯ୍ୟ କରାଯାଉଅଛି l ପାଇଖାନା ଦୁର୍ନୀତିର ଶିକାର ହେଲେ କୁନି କୁନି ପିଲାମାନେ l ଅତି ଶିଘ୍ର ତଦନ୍ତ କରିବା ସହିତ ପାଇଖାନା ନିର୍ମାଣ କରିଥିବା ଅସାଧୁ ଠିକାଦାରଙ୍କ ଉପରେ ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO