ନୟାଗଡ଼, ରାସ୍ତା ନିର୍ମାଣ ଦାବିରେ ସଦର ଥାନା ଶିମିଳିସାହି ନିକଟରେ ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆଖପାଖ ୧୭ ଖଣ୍ଡ ମୌଜାର ବାସନ୍ଦା । ରାସ୍ତାରୋକ ଯୋଗୁଁ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।