ଭଦ୍ରକ – ଗାଡି ଚାଳକଙ୍କ ସୁବିଧା ନିମନ୍ତେ ଖୋଲିଲା ଆଉ ଏକ ନୂଆ ମୋଟର ଯାନ ପ୍ରଦୂଷଣ ଯା କେନ୍ଦ୍ର। ପ୍ରାପ୍ତ ଖବରରୁ ଜଣାଯାଏ ଜାତୀୟ ରାଜପଥ ଚରµା ବସ୍ଷ୍ଟାଣ୍ଡ ନିକଟରେ ‘ଲଖାନୀ ପଲୁ୍ୟସନ ସେର’ କୁ ଆଜି ମୁଖ୍ୟଅତିଥି ଭାବେ ଭଦ୍ରକ ପରିବହନ ଅଧିକାରୀ ବିରô ନାରାୟଣ ଅଧିକାରୀ େଯାଗଦେଇ ଶୁଭାରମ୍ଭ କରିଛନ୍ତି। ଏହି କେନ୍ଦ୍ରରେ ଖୁବ୍ କମ୍ ସମୟ ମଧ୍ଯରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଚାଳିତ ଗାଡିଗୁଡିକ ପ୍ରଦୂଷଣ ଯା କରାଯାଇ ତୁରନ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ।
Related Stories
April 19, 2024