କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଅନୁଷ୍ଠାନ “ଆପଣଙ୍କ ସେବାରେ”ତରଫରୁ ଲୋକନାଥ ମନ୍ଦିର ନିକଟରେ ପାଖାପାଖି ସତୁରୀ ଜଣ କୁଷ୍ଠ ରୋଗାକ୍ରାନ୍ତ ଅସହାୟ ପୁରୁଷ ଓ ମହିଳା ମାନଙ୍କୁ ରେସନ ତଥା ରନ୍ଧନ ସାମଗ୍ରୀ ପ୍ରଦାନ କରାଯାଇଥିଲା।ଏଥିରେ “ଆପଣଙ୍କ ସେବାରେ” ଅନୁଷ୍ଠାନର ମିତ୍ର ଭାବେ ଭୁବନେଶ୍ୱର ର “Sikhaid” ଅନୁଷ୍ଠାନ ର ପରମ ଜିତ ସିଂ, ବିବେକ ତଲୱାର ,କୁଲଦୀପ ସିଂ, ସତବୀର ସିଂ ପ୍ରମୁଖ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଯେଉଁ ସଦସ୍ୟ/ସଦସ୍ୟା ମାନେ ଯୋଗଦାନ କରିଥିଲେ ସେମାନେ ହେଲେ ମନୋଜ ରଥ, ଜିତେନ୍ଦ୍ର ମହାପାତ୍ର, ବିଜୟ କୃଷ୍ଣ ବ୍ରହ୍ମା ,ଦେବେନ୍ଦ୍ର ମହାରଣା, ଲକ୍ଷ୍ମୀପ୍ରିୟା ସାହୁ, ମିତା ବାରିକ,କୃଷ୍ଣ ଚନ୍ଦ୍ର ମିଶ୍ର, ଶିବ ରଥ, ଜଗଦୀଶ ପ୍ରଧାନ, ବିରଞ୍ଚି ମିଶ୍ର, ମନୋଜ ମିଶ୍ର, ବିରଞ୍ଚି ତ୍ରିପାଠୀ, ବିନୋଦ ସେନାପତି, ଲକ୍ଷ୍ମୀମହାରଣା, ସୌମ୍ୟଶ୍ରୀ ଆଶୀର୍ବାଦମ, ମଧୁସୂଦନ ଗଡନାୟକ,ଓ ଓଁପ୍ରସାଦ ମହାନ୍ତି ପ୍ରମୁଖ |