Related Stories
November 22, 2024
ମାଲକାନଗିରି ,ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୭ ୩ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ 00୩ ୩ ୫ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ ୭ ୨ ୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୫ ୬ ୮ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କରୋନାରେ ମୃତ୍ୟୁ ସଂଖ୍ୟା 40 କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳ ର ୱାର୍ଡ ନମ୍ବର୧ ୫ ରିକଲ୍ଲାମେଶନ କଲୋନୀ , ୱାର୍ଡ ନମ୍ବର ୧ 0 ର ୧ ୧ ୯ କଲୋନୀ ଓ କୁମୁଟିଗୁଡା , ୱାର୍ଡ ନମ୍ବର ୱାର୍ଡ ନମ୍ବର ୧ ୬ ଏମଭି ୨ , ୱାର୍ଡ ନମ୍ବର ୧ ୯ ର ଏମଭି 43, ୱାର୍ଡ ନମ୍ବର 14ର ପୁରୁଣା ମେଡିକାଲ କଲୋନୀ, ୱାର୍ଡ ନମ୍ବର ୮ ର କସ୍ତୁରୀ ହୋଟେଲ, ହାଇଟେକ କଲୋନୀ ଏବଂ ଜୟପୁରିୟାଗୁଡା ରୁ ୧ ୧ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ତମସା,ପେଡାକୋଣ୍ଡା, ପେଦାବାଡା , ପଦ୍ମଗିରି, ପାଣ୍ଡ୍ରିପାଣି, ସିନ୍ଦ୍ରିମାଳ, ମାର୍କାପାଲି ଓ ଗଙ୍ଗଲା ପଞ୍ଚାୟତରୁ ୮ ଜଣ! କୋରୁକୋଣ୍ଡା ବ୍ଲକର ତୁମଶାପାଲି, ଓ ପୁରୁଣା ଚି଼ମଟାପାଲି ପଞ୍ଚାୟତରୁ ରୁ ୩ ଜଣ !ମାଥିଲି ବ୍ଲକର ମହୁପଦର, ସାଲିମି ଓ ଭେଜାଗୁଡା ପଞ୍ଚାୟତରୁ ୫ ଜଣ!ଖଇରପୁଟ ବ୍ଲକର ରାସ ବେଡା ଓ ପରକନମାଳା ପଞ୍ଚାୟତରୁ 14 ଜଣ !କାଲିମେଳା ବ୍ଲକ ର , କାଲିମେଳା, , ମାନ୍ଦାପାଲି, ନାଲଗୁଣ୍ଠି, ଭୁବନପାଲି , ଲୁଗେଲ ତାଣ୍ଡବାଇ ପଞ୍ଚାୟତରୁ ୧୬ ଜ ଣ!ପଡିଆ ବ୍ଲକର ବାପନପାଲି ଓ ପ ଡିଆ ପ ଞ୍ଚାୟତରୁ ୬ ଜଣ ଏବଂ ! ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ୨ ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ୱାର୍ଡ ୨, ୱାର୍ଡ ନମ୍ବର ୧ 0ଓ ୱାର୍ଡ ନମ୍ବର୫ ରୁ୮ ଜଣ ଚି ହ୍ନଟ ହୋ ଇଛନ୍ତି ! ସମସ୍ତ ଆକ୍ରାନ୍ତ କ୍ଲିନିକାଲ ରେଫର ପରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା!