
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୬ ୭ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି !ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ 00୫୨ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ ୫ ୨ ୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ 584ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ ମାଲକାନଗିରି କୋଭିଡ ମେଡିକାଲ ରେ ଚିକିତ୍ସା ହେଉଥିବା ଜଣେ 49 ବର୍ଷୀୟ ବ୍ୟକ୍ତି ଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା 40 କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳ ର ୱାର୍ଡ ନମ୍ବର୧ ୫ ରିକଲ୍ଲାମେଶନ କଲୋନୀ , ୱାର୍ଡ ନମ୍ବର ୧ 0 ର ୧ ୧ ୯ କଲୋନୀ , ୱାର୍ଡ ନମ୍ବର ୫ ଦୁର୍ଗାଗୁଡ଼ି ସାହି, ୱାର୍ଡ ନମ୍ବର ୯ ଜିଲ୍ଳାପାଳ ଙ୍କ ବାସଗୃହ ନିକଟରୁ , ୱାର୍ଡ ନମ୍ବର ୧ ୬ ଏମଭି ୨ , ୱାର୍ଡ ନମ୍ବର ୧ ୯ ର ଏମଭି 42, ୱାର୍ଡ ନମ୍ବର 14କେନାଲ କଲୋନୀ ଓ ୱାର୍ଡ ନମ୍ବର 14 ଝାଟିମାଟି ସାହି ରୁ ୧ ୩ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ତମସା,ପେଡାକୋଣ୍ଡା, ପେଦାବାଡା ତଣ୍ଡାପାଲି, ଗୋରାଖୁଣ୍ଟା , ପଦ୍ମଗିରି ଓ ଗୌଡ଼ଗୁଡା ପଞ୍ଚାୟତରୁ ୯ ଜଣ! କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ, ତୁମଶାପାଲି, ମାରିବେଡା ଓ ଡୁଡାମେଟା ପଞ୍ଚାୟତରୁ ରୁ୫ ଜଣ !ମାଥିଲି ବ୍ଲକର ଉଦୁଲିବେଡା, ପାଙ୍ଗାମ ଓ ଭେଜାଗୁଡା ପଞ୍ଚାୟତରୁ ୩ ଜଣ!ଖଇରପୁଟ ବ୍ଲକର ରାସ ବେଡା, କୁଡୁମୁଲୁଗୁମା, ଓ ପରକନମାଳା ପଞ୍ଚାୟତରୁ ୬ ଜଣ !କାଲିମେଳା ବ୍ଲକ ର ଗମ୍ପାକୋଣ୍ଡା, କାଲିମେଳା,ମାନ୍ୟମକୋଣ୍ଡା, ବଦଲି, , ମାନ୍ଦାପାଲି, ନାଲଗୁଣ୍ଠି, ଭେଙ୍କଟପା ଲମ, ଭୁବନପାଲି , ଲୁଗେଲ, , ତାଣ୍ଡବାଇ ଓ କୋଇମେଟଲା ପଞ୍ଚାୟତରୁ ୧୯ ଜ ଣ!ପଡିଆ ବ୍ଲକର, ବାପନପାଲି, ପଡିଆ, ମାଟେରୁ ଓ ଶିମିଳିବାଞ୍ଛା ପ ଞ୍ଚାୟତରୁ ୯ ଜଣ ଏବଂ ! ଚିତ୍ରକୋଣ୍ଡା ବ୍ଲକ ରଦୋରାଗୁଡା ଓ ପାପରମେଟଲା ପଞ୍ଚାୟତରୁ ୩ ଜ ଣ ଚି଼ ହ୍ନଟ ହୋ ଇଛନ୍ତି ! ଏମାନଙ୍କ ମଧ୍ୟରେ୩ ଜଣ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO