
ଜଗନ୍ନାଥ ପ୍ରସାଦ ବ୍ଲକର ଜିରାବାଡି ଗ୍ରାମପଞ୍ଚାୟତ ରୁ ଆସିଛି ଅଭାବନୀୟ ଦୂର୍ଷ୍ୟ ଗ୍ରାମକୁ ସଂଯୋଗ କରିଥିବା ବସୁଧା ଯୋଜନା ରେ ଜନସାଧାରଣ ପାଣି ପାଉଛନ୍ତି ହେଲେ ଅତି ନିମ୍ନମାନର ପାଣି ସେଥିରେ ପାଇପ ଗୁଡିକୁ ସଫା ହୋଇନଥିବା ଯୋଗୁଁ ସେଥିରେ ଜମି ରହିଥିବା କଳା ଗୁଣ୍ଡ ମାନ ପାଣିରେ ବାହାରୁଛି ଯାହାଫଳରେ ଲୋକମାନେ ବହୁତ ଅସୁବିଧାହେବାର ସମ୍ମୁଖୀନ ହେବେ ସେହି ପାଣି ପିଇବା ଦ୍ୱାରା କୀଡୀନି ଖରାପ ହେବାର ସମ୍ଭାବନା ବହୁ ମାତ୍ରାରେ ରହିଛି ହେଲେ ଯନ୍ତ୍ରୀଙ୍କ ନଜରନାହିଁ 1ହେଲେ ଏପରି ପାଣି ପିଇବା ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ରେ ଅବନତିବା କୀଡୀନି ଖରାପ ଘଟିବା ବହୁତସମ୍ଭାବନା ରହିଛି ଗାଁ ଶେଷ ରେ ଲେପା ରାସ୍ତାରେ ଥିବା ନଳକୂପ ଟି ମଧ୍ୟ ଖରାପ ସେଥିରୁ ଗୋଳିଆ ପାଣି ବାହାରୁଛି ତେଣୁ ଯଥାଶୀଘ୍ର ଏହାର ଗ୍ରାମବାସୀ