-
ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ବିଶେଷ ଟ୍ରେନ ଜୁନ ମାସ ୨୫ ତାରିଖରୁ
-
ରାଉରକେଲା-ଜଗଦଳପୁର-ରାଉରକେଲା ବିଶେଷ ଟ୍ରେନ ଜୁନ ମାସ ୨୮ ତାରିଖରୁ
-
ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ବିଶେଷ ଟ୍ରେନ ଜୁନ ମାସ ୨୭ ତାରିଖରୁ
08107/08108 ରାଉରକେଲା-ଜଗଦଳପୁର-ରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ଜୁନ ମାସ ୨୮ ତାରିଖ ଠାରୁ ପ୍ରତିଦିନ ସନ୍ଧ୍ୟା ୬ଘ.୨୦ମି.ରେ ଛାଡିବାକୁ ଥିବାବେଳେ ଏହା ଜଗଦଳପୁରରୁ ଜୁନ ମାସ ୨୯ ତାରିଖ ଠାରୁ ଅପରାହ୍ନ ୨ଘ.୧୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
08127/08128 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ବିଶେଷ ଟ୍ରେନ ରାଉରକେଲାରୁ ଜୁନ ମାସ ୨୭ ତାରିଖ ଠାରୁ ପ୍ରତି ରବି, ମଙ୍ଗଳ ଓ ଗୁରୁବାର ଦିନମାନଙ୍କରେ ରାତ୍ରି ୯ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଏହା ଗୁଣୁପୁରରୁ ଜୁନ ମାସ ୨୮ ତାରିଖ ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନମାନଙ୍କରେ ଅପରାହ୍ନ ୩ଘ.୩୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପି[ଆର୍ଯ୍ୟନ୍ତ ଚଳାଚଳ କରିବ |
02409/02410 ହଟିଆ-ଏର୍ଣ୍ଣାକୁଲମ-ହଟିଆ ଶୀତତାପ ନିୟନ୍ତ୍ରିତ ବିଶେଷ ଟ୍ରେନ 25 ଜୁନ୍ ଠାରୁ ହଟିଆରୁ ପ୍ରତ୍ୟେକ ସୋମବାର ସନ୍ଧ୍ୟା ୬ଘ.୨୫ମି.ରେ ଛାଡିବାକୁ ଥିବାବେଳେ 1 ଜୁଲାଇ, 2021 ଠାରୁ ଏର୍ଣ୍ଣାକୁଲମରୁ ପ୍ରତି ଗୁରୁବାର ରାତ୍ରି ୧୧ଘ.୨୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ପ୍ରତି ଗୁରୁବାର ଦିନ ଗୌହଟିରୁ ଏବଂ ଶନିବାର ଦିନ ସିକନ୍ଦରାବାଦରୁ ଛାଡୁଥିବା 02514/02513 ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ 1 ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ପ୍ରତି ଶନିବାର ଦିନ ଯଶୋବନ୍ତପୁର ଠାରୁ ଏବଂ ବୁଧବାର ଦିନ ଭାଗଲପୁରରୁ ଛାଡୁଥିବା 02253/02254 ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁରରୁ 26 ଜୁନ୍ ଠାରୁ ଏବଂ ଭାଗଲପୁରରୁ 30 ଜୁନ୍ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |ପ୍ରତି ଶୁକ୍ରବାର ଦିନ ଯଶୋବନ୍ତପୁର ଠାରୁ ଏବଂ ସୋମବାର ଦିନ ଗୌହଟିରୁ ଛାଡୁଥିବା 06577/06578 ଯଶୋବନ୍ତପୁର-ଗୌହଟି-ଯଶୋବନ୍ତପୁର ବିଶେଷ ଟ୍ରେନ 25 ଜୁନ୍ ଠାରୁ ଯଶୋବନ୍ତପୁର ଠାରୁ ଏବଂ 28 ଜୁନ୍ ଠାରୁ ଗୌହଟିରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |ପ୍ରତି ଗୁରୁବାର ଦିନ ଯଶୋବନ୍ତପୁର ଠାରୁ ଏବଂ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା 06597/06598 ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ 24 ଜୁନ୍ ଠାରୁ ଯଶୋବନ୍ତପୁର ଠାରୁ ଏବଂ 29 ଜୁନ୍ ଠାରୁ ହାଓଡ଼ାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ପ୍ରତି ବୁଧବାର ଦିନ ଜସିଡ଼ିହ ଠାରୁ ଏବଂ ଶନିବାର ଦିନ ତାମ୍ବରମରୁ ଛାଡୁଥିବା 02376/02375 ଜସିଡ଼ିହ-ତାମ୍ବରମ-ଜସିଡ଼ିହ ବିଶେଷ ଟ୍ରେନ 30 ଜୁନ୍ ଠାରୁ ଜସିଡ଼ିହରୁ ଏବଂ 3 ଜୁଲାଇ, ୨୦୨୧ ଠାରୁ ତାମ୍ବରମରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |