Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୭ ୫ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୭ ୮ 0 ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 9114ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୬ ୩ 0ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ ଆଜି ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି!ଏଥିସହ ମୃତ୍ୟୁ ସଂଖ୍ୟା ୩ ୬ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର୧ ୨ କୁମୁଟିଗୁଡା, ୱାର୍ଡ ନମ୍ବର ୧ ୨ ଭେଟେନାରୀ ସାହି, ୱାର୍ଡ ନମ୍ବର ୧ ୬ ଏମଭି ୨, ଓ ୱାର୍ଡ ନମ୍ବର ୧ ୩ ଆରକେ ଟାୱାର ରୁ 4 ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଚାଲାଣଗୁଡା, ପେଡାକୋଣ୍ଡା, ପଦ୍ମଗିରି, ପାଣ୍ଡ୍ରିପାଣି ଓ ତଣ୍ଡାପାଲି ପଞ୍ଚାୟତରୁ ୬ ଜଣ! କୋରୁକୋଣ୍ଡା ବ୍ଲକର ଚିତାପାରୀ -୩, କୋରୁକୋଣ୍ଡା, ତୁମଶାପାଲି, ପୁରୁଣା ଚି଼ମଟାପାଲି ଓ ନୀଳାକାମ୍ବେରୁ ପଞ୍ଚାୟତରୁ ୧ ୨ ଜଣ!ମାଥିଲି ବ୍ଲକର ଚେଡେଙ୍ଗା, ମାଥିଲି, ଧୁଙ୍ଗିଆପୁଟ ଓ ଚାଉଳମେନ୍ଦି, ପଞ୍ଚାୟତ ରୁ ୮ ଜଣ!ଖଇରପୁଟ ବ୍ଲକର କୁଡୁମୁଲୁଗୁମା, ରାସବେଡା ଓ କଦମଗୁଡା ପଞ୍ଚାୟତରୁ ୬ ଜଣ !କାଲିମେଳା ବ୍ଲକ ର କାଲିମେଳା, ବଡିଗାଟା, ଭୁବନପାଲି, ମହାରାଜପାଲି, ମାନ୍ୟମକୋଣ୍ଡା, ନାଲଗୁଣ୍ଠି, ଟିଗଲ, ଭେଙ୍କଟପାଲମ, ଗମ୍ପାକୋଣ୍ଡା, ମାଲାବରମ ଓ ତାଣ୍ଡବାଇ ପଞ୍ଚାୟତରୁ ୩ 0ଜଣ!ପଡିଆ ବ୍ଲକର ପଡିଆ ଉଣ୍ଡରୁକୋଣ୍ଡା ଓ ପଡିଆ ପଞ୍ଚାୟତରୁ ୭ ଜଣ ଓ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ୨ ଜଣ ଚି଼ ହ୍ନଟ ହୋଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!