
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏମଭି ୧୩ ଗ୍ରାମର ନିର୍ମଳ ବିଶ୍ୱାସ ଓ ଅତୁନ ରାୟ ଉଭୟ କ୍ଵାକ ନିଜ କୁ ଡାକ୍ତର ବୋଲି ପରିଚୟ ଦେଇ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ନକଲି ଔଷଧ ଓ ଇଞ୍ଜେକ୍ସନ ଦେଇ ଅଧିକ ଟଙ୍କା ନେବା ସହ ଏମାନଙ୍କ ଭୁଲ ଚିକିତ୍ସା ଯୋଗୁଁ ଅନେକ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇ ଆସୁଥିଲା!ଏହା ଜାଣିବା ପରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଏହି ନକଲି ଡାକ୍ତର ଦ୍ବୟ ଙ୍କୁ ଧାରା ୧ ୧ ୯, ୫ ୨ 0,384,34 ଆଇ ପିଇ ସି ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି!