

Related Stories
October 15, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୭ ୨ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୫ ୮ ୧ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ୮ ୨ ୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୭ ୨ 0 ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ ୩ ୬ ଜଣ ମୃତ୍ୟୁ ବରଣ କରିଛନ୍ତି!ଆଜି ମୃତ୍ୟୁ ବରଣ କରିଥିବା ୨ ଜଣ ହେଲେ ଜଣେ ୭ 0ବର୍ଷୀୟ ଓ ୫ ୯ ବର୍ଷୀୟ ବୃଦ୍ଧ, ଉଭୟ କରୋନା ରେ ଆକ୍ରାନ୍ତ ହୋଇ ମାଲକାନଗିରି କୋଭିଡ ମେଡିକାଲ ରେ ଚିକିତ୍ସା ହେଉଥିଲେ! ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ଦୁର୍ଗାଗୁଡ଼ି ସାହି, ଏମଭି ୩ , ପୁରୁଣା ପୋଷ୍ଟ ଅଫିସ ସାହି, ଆର ଓ କଲୋନୀ, ହାଇଟେକ କଲୋନୀ, ପାତ୍ରଗୁଡା, କୁମୁଟିଗୁଡା, ଡ଼ି ଏନ କେ ମେନ ରୋଡ, ପୁରୁଣା ମେଡିକାଲ ଛକ, ତାମିଲକ୍ୟାମ୍ପ ନିକଟ, ଲାଠିଆଗୁଡା, ଝାଟିମାଟି କଲୋନୀ, ମାଲକାନଗିରି ଥାନା ନିକଟ, ଜ଼ ଡ଼ କଲୋନୀ, ଏଜୁକେସନ କଲୋନୀ ଓ ତଳସାହି ରୁ ୨ ୧ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପେଡବାଡା, ସନ୍ଦ୍ରି ମାଳ, ପଦ୍ମଗିରି, ଗଙ୍ଗଲା, ତମସା, ତଣ୍ଡକି ଓ ପେଡାକୋଣ୍ଡା ପଞ୍ଚାୟତରୁ ୮ ଜଣ! କୋରୁକୋଣ୍ଡା ବ୍ଲକର କାମବେଡା, ନୀଳାକାମ୍ବେରୁ, ତାରଲାକୋଟା ଓ କୋରୁକୋଣ୍ଡା ପଞ୍ଚାୟତରୁ ୬ ଜଣ!ମାଥିଲି ବ୍ଲକର ଚେଡେଙ୍ଗା, ଧୁଙ୍ଗିଆପୁଟ,ମାଥିଲି ଓ ଦଳପତିଗୁଡା ପଞ୍ଚାୟତରୁ ୮ ଜଣ!ଖଇରପୁଟ ବ୍ଲକର ରାସବେଡା , କଦମଗୁଡା, ଖଇରପୁଟ ଓ ପରକନମାଳା ପଞ୍ଚାୟତରୁ ୮ ଜଣ!କାଲିମେଳା ବ୍ଲକ ର କାଲିମେଳା, ବଡିଗାଟା, ଲୁଗେଲ, ଟିଗଲ, ମୋଟୁ, ମାନ୍ଦାପାଲି, କୋଇମେଟଲା ଓ ତାଣ୍ଡବାଇ ପଞ୍ଚାୟତରୁ ୧ ୩ ଜଣ!ପଡିଆ ବ୍ଲକର ପଡିଆ, ମାଟେରୁ ଓ ଗିରକାନପାଲି ପଞ୍ଚାୟତରୁ ୫ ଜଣ!ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧ ଓ ୱାର୍ଡ ନମ୍ବର ୯ ରୁ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ଜଣେ ଚି଼ ହ୍ନଟ ହୋଇଛନ୍ତି !ଆଜି ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!