
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ରବିବାର ଉତ୍କଳ ବିଦ୍ଵତ୍ ପରିଷଦ ତରଫରୁ ପୁରୀ ପୁରୀ କୋଣାର୍କ ଡେଭଲପ ଅଥୋରଟି ଅଫିସ ପାଖରେ ଥିବା ରାମେଶ୍ୱର ମହାଦେବ ମନ୍ଦିର ରେ ପୁରୀ ର ବିଭିନ୍ନ ମନ୍ଦିରରେ ରୋଷେଇ କାମ କରୁଥିବା ୧୦ଜଣ ବ୍ରାହ୍ମଣ ଦେବତାଙ୍କୁ କିଛି ରାସନ ସାମଗ୍ରୀ ସହଯୋଗ କରାଗଲା।ଉତ୍କଳ ବିଦ୍ଵତ୍ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା |