
ମାଲକାନଗିରି, ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୭ ୫ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9459ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8601ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ 824 ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ 34ଜଣଙ୍କ ମୃତ୍ୟୁ ହୋଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ମଲ୍ଲିକେଶ୍ୱର କଲୋନୀ, ଆର ଓ କଲୋନୀ, ହାଇଟେକ କଲୋନୀ ଓ ତଳସାହି ରୁ ୭ ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଉଡୁପା, ଝରାପାଲି, ମାର୍କାପାଲି, ପଦ୍ମଗିରି, ପାଣ୍ଡ୍ରିପାଣି, ପେଦାବାଡା,ତମସା ଓ ପେଡାକୋଣ୍ଡା ପଞ୍ଚାୟତରୁ ୧ 0 ଜଣ! କୋରୁକୋଣ୍ଡା ବ୍ଲକର କାମବେଡା ,କୋରୁକୋଣ୍ଡା, ଚିତାପାରୀ -୩ ଓ ପୋଟ୍ରେ ଲ ପଞ୍ଚାୟତରୁ ୯ ଜଣ!ମାଥିଲି ବ୍ଲକର ଭେଜାଗୁଡା , ଚାଉଳମେନ୍ଦି ଓ ଦଳପତିଗୁଡା ପଞ୍ଚାୟତରୁ ୫ ଜଣ!ଖଇରପୁଟ ବ୍ଲକର ରାସବେଡା , କୁଡୁମୁଲୁଗୁମା, ପରକନମାଳା ଓ ଖଇରପୁଟ ପଞ୍ଚାୟତରୁ ୭ ଜଣ!କାଲିମେଳା ବ୍ଲକ ର ମହାରାଜପାଲି, କାଲିମେଳା, ବଡିଗାଟା, ଗୁମୁକା, ଲୁଗେଲ, ଚିତ୍ରାଙ୍ଗପାଲି, ଗମ୍ପାକୋଣ୍ଡା, ତାଣ୍ଡବାଇ ଓତେଲେରାଇ ପଞ୍ଚାୟତରୁ୨ 0 ଜଣ!ପଡିଆ ବ୍ଲକର , ପଡିଆ, ଶିମିଳିବାଞ୍ଛା, କାଳଦାପାଲି ଓ ଉଣ୍ଡରୁକୋଣ୍ଡାପଞ୍ଚାୟତରୁ 14 ଜଣ!ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ୱାର୍ଡ ନମ୍ବର ୧ ୧ ଓ ୱାର୍ଡ ନମ୍ବର ୧ 0ରୁ ୨ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପ ଞ୍ଚାୟତରୁଜଣେ ଚି଼ ହ୍ନଟ ହୋଇଛି!ଆଜି ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO