Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲ୍ଳାରେ ଗତ କିଛି ଦିନ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି! ଜିଲାରେ ଆଜି ପୁଣି ୧ ୧ ୬ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ 0୬ ୮ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ୧ 0୧ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା 934 ଥିବାବେଳେ ମୃତ୍ୟ ସଂଖ୍ୟା ୩ ୩ କୁ ଵୃଦ୍ଧି ପାଇଛି !ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର , ଦୁର୍ଗାଗୁଡ଼ି ସାହି, ଏ ଜ୍ୟୁକେସନ କଲୋନୀ, ପୁରୁଣା ପୋଷ୍ଟ ଅଫିସ ଲାଇନ, କୁମୁଟିଗୁଡା, ହାଇଟେକ କଲୋନୀ, ଲାଠିଆଗୁଡା, ପୁରୁଣା ଥାନା, ଚିଦାନଦ ସାହି, ସତ୍ୟମଗୁଡା, ୧ ୧ ୯ କଲୋନୀ, ପୁରୁଣା ମେଡିକାଲ କଲୋନୀ, ନୂଆ ମେଡିକାଲ କଲୋନୀ, ରିକଲ୍ଲାମେଶନ, ତାମିଲକ୍ୟାମ୍ପ, ଟିନା ଗ୍ୟେରେଜ ଛକ, ନର୍ସରୀ ଲାଇନ, ମହେଶ୍ୱରୀ କଲୋନୀ, ନୂଆଗୁଡା, ସପ୍ତାଧାରା ହଷ୍ଟେଲ ନିକଟରୁ ୩ 0 ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପଦ୍ମଗିର, ଚାଲାଣ ଗୁଡା, ସେରପାଲି ,ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ପରିସର ଓ ଗଙ୍ଗଲା ପଞ୍ଚାୟତରୁ ୭ ଜଣ !କୋରୁକୋଣ୍ଡା ବ୍ଲକର, କୋରୁକୋଣ୍ଡା, ଚିତାପାରୀ ୩, ପୋଟରେଲ ଓ ତାରଲା କୋଟା ପଞ୍ଚାୟତରୁ ୬ ଜଣ!ମାଥିଲି ବ୍ଲକର ମାଥିଲି, ଆମ୍ବାଗୁଡା, ଭେଜାଗୁଡା, ଧୁଙ୍ଗିଆ ପୁଟ, ନାୟକଗୁଡା, ଚାଉଳମେନ୍ଧି ଚେଡେଙ୍ଗା, କର୍ତ୍ତନପାଲି ଓ ଉଦୁଲିବେଡା ପଞ୍ଚାୟତରୁ ୨ ୬ ଜଣ! ! ଖ ଇରପୁଟ ବ୍ଲକରକୁଡୁମୁଲୁଗୁମା, ଗୋବିନ୍ଦପାଲି, ଖଇରପୁଟ, କୁଡୁମୁଲୁଗୁମା, ପର କନମାଳା, ପୋଡାଘାଟ ଓ ରାସବେଡା ପ ଞ୍ଚାୟତରୁ ୧ ୭ ଜଣ!କାଲିମେଳା ବ୍ଲକର ,ଚିତ୍ରାଙ୍ଗପାଲି, କାଲିମେଳା, ମହାରାଜପାଲି, ମାଲାବରମ, ପୁସୁଗୁଡା, ଭୁବନପାଲି, ଓ କୋଇମେଟଲା ପଞ୍ଚାୟତରୁ 14ଜଣ !ପଡିଆ ବ୍ଲକର ମାଟେରୁ,ପଡିଆ,ବାପନପାଲି,କାଳଦାପାଲି,ଉଣ୍ଡରୁକୋଣ୍ଡା,ଓ ନିଲିଗୁଡା ପଞ୍ଚାୟତରୁ ରୁ୧ ୬ ଜ ଣ!ଚିତ୍ରକୋଣ୍ଡା ବ୍ଲକର ବଡ଼ପଦର ଓ ଚିତ୍ରକୋଣ୍ଡା ପଞ୍ଚାୟତରୁ 4ଜଣ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଆୟପା ଜଣେ ଚି ହ୍ନଟ ହୋଇଛନ୍ତି! ଆଜି ଚି଼ହ୍ନଟ ମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି! ଚି ହ୍ନ ଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!