
ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକ ର ଆଦିବାସୀ ବହୁଳ ଗ୍ରାମ ରେ ଆଜି ସ୍ଥାନୀୟ ବ୍ଲକ ର ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ଅର୍ନୁପ ପଣ୍ଡା ଗସ୍ତ ରେ ଆଶି କରୋନା ମହାମାରୀ ରୋଗ ବିରୋଧ ରେ କିଭଳି ଆମେ ଲଢେଇ କରିବା ଓ ସଚେତନତା ବାର୍ତା ବାଣ୍ଟିଥିବା ଦେଖିବାକୁ ମିଳିଛି I ଉକ୍ତ କାର୍ଯ୍ୟରେ ଅଞ୍ଚଳ ର ସତ୍ୟସାଇ ସ୍ୱୟଂସହାୟିକା ଗୋଷ୍ଠୀ ର ମହିଳା ଙ୍କ ସହାୟତା ରେ କ୍ରିୟାଧର, ଓ କଟକଟି ଗ୍ରାମରେ ଘରେ ଘରେ ପହଂଚି ଶତାଧିକ ଲୋକଙ୍କୁ ମାସ୍କ ବଣ୍ଟନ କକରାଯିବା ସହ ହାତ ଧୋଇବା, ସାମାଜିକ ଦୁରତା ରଖିବା ଓ ସରକାରଙ୍କ କୋଭିଡ ନିୟମ ମାନି ଚଳିବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ମିଶନ୍ ଶକ୍ତି ର ସିତା ବରାଳ ପୁର୍ଣ୍ଣ ସହଯୋଗ କରିଥିଲେ ।
ରିପୋର୍ଟ -ଚିତ୍ତରଞ୍ଜନ ଗନ୍ତାୟତ