ସମ୍ବଲପୁର – ବୁର୍ଲା ମେଡିକାଲରେ ଡାକ୍ତରଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ମାଡ ମାରିଥିବା ବ୍ୟକ୍ତି ଜଣକ ମେଡିକାଲ ଫାଣ୍ଡିରେ ଅଟକ ରହିଛି । ଘଟଣାକୁ ନେଇ ମେଡିକାଲ ପରିସରରେ ଉତେଜନା ପ୍ରକାଶ ପାଇଛି । ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଜାରୀ ରଖିଛି । ତେବେ ଡାକ୍ତରଙ୍କୁ କାହିଁକି ବ୍ୟକ୍ତି ଜଣକ ମାଡ ମାରିଛନ୍ତି ତାହା ଜଣାପଡିନାହିଁ ।
Related Stories
November 23, 2024