ସୁନ୍ଦରଗଡ – ରାଜ୍ୟସଭା ସାଂସଦ ରାଜୀବ ସତାବଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଶୋକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜୀବ ଜଣେ ଭଲ ମଣିଷ ଥିଲେ । ତାଙ୍କର ବିୟୋଗ ତାଙ୍କ ସମର୍ଥକ ଓ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ । ସେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
Related Stories
November 24, 2024
November 24, 2024