
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୭ ୧ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ଏଥିସହ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୬ ୩ ୧ ୩ କୁ ଵୃଦ୍ଧି ପାଇଛି!ଆଜି ସୁଦ୍ଧା ୫ ୬ ୬ ୫ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ମାମଲା ୬ ୨ 0ରହିଛିମୃତ୍ୟୁ ସଂଖ୍ୟା ୨ ୮ ରେ ପହଞ୍ଚିଛି !ଆଜି ମାଲକାନଗିରି ପୌରାଞ୍ଚଳରୁ ଚି଼ହ୍ନଟ ୮ ଜଣଙ୍କ ମଧ୍ୟରେ ୱାର୍ଡ ନମ୍ବର ୮ ଜେଲ ସାହିରୁ ଜଣେ, ୱାର୍ଡ ନମ୍ବର ୧ 0ରିକଲ୍ଲାମେଶନ କଲୋନୀ ରୁ ଜଣେ, ୱାର୍ଡ ନମ୍ବର ୧ ୮ ଏମ ଭି ୨ ରୁ ଜଣେ, ୱାର୍ଡ ନମ୍ବର ୨ ତଳସାହିରୁ ଜଣେ, ୱାର୍ଡ ନମ୍ବର ୭ ମେନ ରୋଡ଼ ରୁ ଜଣେ, ୱାର୍ଡ ନମ୍ବର 14ପୂରୁଣା ମେଡିକାଲ ଛକ ରୁ ଜଣେ 0 ୱାର୍ଡ ନମ୍ବର ୯ ପୂର୍ତ୍ତ ବିଭାଗ କଲୋନୀ ରୁ ଜଣେ ରହିଛନ୍ତି!ସେହିପରି ମାଲକାନଗିରି ବ୍ଲକରୁ ଚି଼ହ୍ନଟ 4ଜଣ ମଧ୍ୟରେ ପାଣ୍ଡ୍ରିପାଣି, ପଦ୍ମଗିରି, ସେରପାଲି ଓ ମାର୍କାପାଲି ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି!କୋରୁକୋଣ୍ଡା ବ୍ଲକରୁ ଚି଼ହ୍ନଟ ୩ ଜଣଙ୍କ ଭିତରେ କୋରୁକୋଣ୍ଡା ପଞ୍ଚାୟତରୁ ୨ ଜଣ ଓ ମାରିବେଡା ପଞ୍ଚାୟତ ରୁ ଜଣେ!ଖଇରପୁଟ ବ୍ଲକରୁ ଚି଼ହ୍ନଟ୨ 0ଜଣଙ୍କ ଭିତରେ ଗୋବିନ୍ଦପାଲି ପଞ୍ଚାୟତରୁ ୮ ଜଣ, କୁଡୁମୁଲୁଗୁମା ପଞ୍ଚାୟତ ରୁ ୯ ଜଣ, କଦମଗୁଡା, ଖଇରପୁଟ, ଓ ରାସବେଡା ପଞ୍ଚାୟତ ରୁ ଜଣେ ଲେଖାଏଁ ଅଛନ୍ତି!କାଲିମେଳା ବ୍ଲକରୁ ଚି଼ହ୍ନଟ 14ଜଣଙ୍କ ମଧ୍ୟରେ ଟିଗଲ ପଞ୍ଚାୟତରୁ ୨ ଜଣ, କାଲିମେଳା ପଞ୍ଚାୟତରୁ ୫ ଜଣ, ପୁସୁଗୁଡା ରୁ ଜଣେ, ତାଣ୍ଡବାଇ ରୁ ୩ ଜଣ, ଭେଙ୍କେଟପାଲମ ରୁ ୨ ଜଣ, ଓ ଚିତ୍ରାଙ୍ଗପାଲି ରୁ ଜଣେ!ପଡିଆ ବ୍ଲକରୁ ଚି଼ହ୍ନଟ ୨ ଜଣଙ୍କ ଭିତରୁ କାଲଦାପାଲି ଓ ଶିମିଳିବାଞ୍ଛା ପଞ୍ଚାୟତରୁ ଜଣେ ଲେଖାଏଁ!ଚିତ୍ରକୋଣ୍ଡା ବ୍ଲକରୁ ଚି଼ହ୍ନଟ ୭ ଜଣଙ୍କ ମଧ୍ୟରୁ ଚିତ୍ରକୋଣ୍ଡା ପଞ୍ଚାୟତ ରୁ ୫ ଜଣ, ବଡ଼ପଦର ଓ ପାପୁଲୁର ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି!ଚିହ୍ନଟଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି!ଆଜି ଚି଼ହ୍ନଟ ହୋଇଥିବା ସଂକ୍ରମିତ ମାନେ କ୍ଲିନିକାଲ ରିଫର ପରେ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO