ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୬ ଗିରଫ, ୧୯୬ ବାହନ ଜବତ desk May 12, 2021 ଭୁବନେଶ୍ୱର,ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୬ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୧୦୨ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୧୮,୭୩,୨୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଏକାଦଶାହ ଉପଲକ୍ଷେ ଶୋକାଞ୍ଜଳିNext: ୨୪ ଘଂଟାରେ ୨୨ କରୋନା ପଜିଟିଭ୍ ଚିହ୍ନଟ : ଜାଗୁଳାଇପଡ଼ା ପଚାଂୟତର ୨୨ ଓ ୨୩ ନଂ ୱାର୍ଡ଼କୁ ୭ ଦିନ ପାଇଁ କଂଟେନମେଂଟ ଜୋନ୍ ଘୋଷଣା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 07 June 2025 Important news 1 min read ଓଡିଶା Indo Kaling Times 07 June 2025 Important news June 7, 2025 ନିଶା ନିବାରଣ ପାଇଁ ସଚେତନତା ଅଭିଯାନ ଓଡିଶା ନିଶା ନିବାରଣ ପାଇଁ ସଚେତନତା ଅଭିଯାନ June 7, 2025 ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା – ପଦ୍ମବନ ପୀଠ ଚଳଚଞ୍ଚଳ ଓଡିଶା ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା – ପଦ୍ମବନ ପୀଠ ଚଳଚଞ୍ଚଳ June 7, 2025