
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲ୍ଲା ସଦର ମହକୁମାଠାରୁ ଆମବେଡା ଯିବା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏକ ବ୍ରିଜ ତଳେ ଖଞ୍ଜି ଥିବା ଲ୍ୟାଣ୍ଡମାଇନ ଆଜି ସକାଳେ ହଟାତ ବିସ୍ଫୋରଣ ହୋଇଥିଲା!ଏଥିରେ କୋଣସି ଧନଜୀବନ ହାନୀ ହୋଇନଥିବାବେଳେ ସେଠାରେ ୧ 0ଫୁଟ ର ଗର୍ତ୍ତ ହୋଇ ଯାତାୟାତ ପ୍ରଭାବିତ ହୋଇଛି!ଖବର ପାଇଁ ଯବାନ ମାନେ ଘଟଣା ସ୍ଥଳକୁ ଯାଇ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପେରସନ ଚଳାଇଛନ୍ତି!