ଭୁୂୂବନେଶ୍ୱର, ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ହିଂସା ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଘୋଷଣା ଅନୁଯାୟୀ ଆଜି ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କ ନୂଆଦିଲ୍ଲୀ ବାସଭବନରେ ସକାଳ ୬ଟା ରୁ ୧୦ଘଟିକା ପର୍ଯ୍ୟନ୍ତ ଉପବାସ ଏବଂ ପୂର୍ବାହ୍ନ ୧୦ ଘଟିକାରୁ ୧୨ଟା ପର୍ଯ୍ୟନ୍ତ ପ୍ରତିବାଦ ସ୍ୱରୂପ ମୌନ ବ୍ରତରେ ବସିଥିଲେ । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
Related Stories
May 19, 2024