ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୬ ଗିରଫ, ୬୭୩ବାହନ ଜବତ desk May 1, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୬ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୬୭୩ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୩,୯୬,୬୫୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Continue Reading Previous: ଗୋଟିଏ ଦିନରେ ୧୦୪୧୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୪୬୦୭Next: ଗୋଟିଏ ଦିନରେ ୧୦୪୧୩ କରୋନା ଆକ୍ରାନ୍ତ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 05 July 2025 Important news 1 min read ଓଡିଶା Indo Kaling Times 05 July 2025 Important news July 5, 2025 ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ 1 min read ଓଡିଶା ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ July 5, 2025 ଆଜି ବାହୁଡା ଯାତ୍ରା, ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂରତି 1 min read ଓଡିଶା ଆଜି ବାହୁଡା ଯାତ୍ରା, ତିନି ରଥରେ ବିରାଜିଲେ ଚତୁର୍ଦ୍ଧାମୂରତି July 5, 2025