ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୬ଗିରଫ, ୬୬୫ ବାହନ ଜବତ desk April 29, 2021 ଭୁବନେଶ୍ୱର,ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୬ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୬୬୫ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୪,୫୨,୯୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗୋଟିଏ ଦିନରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩Next: ଡିଏମଇଟି କହିଲେ , କରୋନା ସଂକ୍ରମଣକୁ ନେଇ ଭୟଭୀତ ହେବାର ନାହିଁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ପଛୁଆ ବର୍ଗ ସର୍ଭେ ପ୍ରସଙ୍ଗ – ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣରୁ ବଂଚିତ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର କରିଛନ୍ତି: ସୁରଥ ବିଶ୍ୱାଳ ଓଡିଶା ପଛୁଆ ବର୍ଗ ସର୍ଭେ ପ୍ରସଙ୍ଗ – ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣରୁ ବଂଚିତ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର କରିଛନ୍ତି: ସୁରଥ ବିଶ୍ୱାଳ May 27, 2023 ନୀତି ଆୟୋଗର ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଓଡିଶା ନୀତି ଆୟୋଗର ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ May 27, 2023 ସଡକ ଦୁର୍ଘଟଣାରେ ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ : ଧର୍ମଶାଳା ଥାନା ଅଧିକାରୀଙ୍କ ମହାନତା ଓଡିଶା ସଡକ ଦୁର୍ଘଟଣାରେ ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ : ଧର୍ମଶାଳା ଥାନା ଅଧିକାରୀଙ୍କ ମହାନତା May 27, 2023