ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୬ଗିରଫ, ୬୬୫ ବାହନ ଜବତ desk April 29, 2021 ଭୁବନେଶ୍ୱର,ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୬ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୬୬୫ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୪,୫୨,୯୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗୋଟିଏ ଦିନରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩Next: ଡିଏମଇଟି କହିଲେ , କରୋନା ସଂକ୍ରମଣକୁ ନେଇ ଭୟଭୀତ ହେବାର ନାହିଁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 01 November 2025 Important news 1 min read ଓଡିଶା Indo Kaling Times 01 November 2025 Important news November 1, 2025 ବିହାର ନିର୍ବାଚନର ସୁପରିଚାଳନା ପାଇଁ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଆୟୋଗର ଉଚ୍ଚସ୍ତରୀୟ ଆଭାସୀ ବୈଠକ 1 min read ଓଡିଶା ବିହାର ନିର୍ବାଚନର ସୁପରିଚାଳନା ପାଇଁ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଆୟୋଗର ଉଚ୍ଚସ୍ତରୀୟ ଆଭାସୀ ବୈଠକ November 1, 2025 ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶୋଭଯାତ୍ରା 1 min read ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଶୋଭଯାତ୍ରା November 1, 2025