ରାଷ୍ଟ୍ରୀୟ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୯ ଗିରଫ, ୬୬୫ ବାହନ ଜବତ desk April 28, 2021 ଭୁବନେଶ୍ୱର,ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୯ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୬୬୫ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୫,୯୭,୨୫୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Corona Continue Reading Previous: ଦିଲ୍ଲୀରେ ଗତ ୨୪ ଘଂଟାରେ ୨୦,୨୦୧ କରୋନାର ନୂଆ ମାମଲାNext: କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୬୦,୯୬୦ ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ରାଷ୍ଟ୍ରୀୟ ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ October 15, 2025 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ ରାଷ୍ଟ୍ରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ October 9, 2025 ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ ରାଷ୍ଟ୍ରୀୟ ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ October 9, 2025