
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଆଜି୩ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ଆଜି ଚିହ୍ନଟ ଙ୍କ ମଧ୍ୟରୁ ମାଲକାନଗିରି ପୌରାଞ୍ଚଳ ରୁ ୩ ଜଣ, ମାଲକାନଗିରି ବ୍ଲକରୁ ୩ ଜଣ, କାଲିମେଳା ବ୍ଲକ ରୁ ୩ ଜଣ, ମାଥିଲି ବ୍ଲକରୁ 4ଜଣ, ଖଇରପୁଟ ବ୍ଲକ ରୁ ୮ ଜଣ, ଚିତ୍ରକୋଣ୍ଡା ବ୍ଲକରୁ ଜଣେ ଓ ପଡିଆ ବ୍ଲକରୁ 4ଜଣ ରହିଛନ୍ତି!ଏମାନଙ୍କ ଭିତରୁ ୨ ଜଣ ପୂର୍ବ ଆକ୍ରାନ୍ତ ଙ୍କ ସସ୍ପର୍ଶ ରେ ଆସିଥିବାବେଳେ ୩ 0 ଜଣ କ୍ଲିନିକାଲ ରେଫେରାଲ ହୋଇଥିଲେ!ଆଜିର ଆକ୍ରାନ୍ତକୁ ମିଶାଇ ଜିଲ୍ଳାରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା 5405କୁ ଵୃଦ୍ଧି ପାଇଛି!୫ ୨ ୬ ୩ ଜଣ ସୁସ୍ଥ ହୋଇସାରିଲେଣି!ବର୍ତ୍ତମାନ ୧ ୧ ୭ ଜଣ କୋଭିଡ ମେଡିକାଲ ରେ ଚିକିତ୍ସା ହୋଉଛନ୍ତି!