

Related Stories
April 27, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ର ଛତିଶଗଡ଼ ରାଜ୍ୟ ସୀମାନ୍ତ କୁ ଲାଗି ରହିଥିବା ମହୁପଦର ଗ୍ରାମ ନିକଟସ୍ଥ ତୁଳସୀ ପାହାଡ଼ ରୁ ଦୁଇ ଟି ମୟୁରଗାଁ କୁ ଚାଲିଆସିଥିବା ଓ ତାକୁ ପାଇଁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଭବାନୀଶଙ୍କର ଦଳବେହେରା ରଖିଥିବା ଖବରପାଇଁ ଫରେଷ୍ଟର କ୍ଷୀରଳତା ନାୟକ, ଫରେଷ୍ଟର ଗାର୍ଡ ସେବତୀ ମାଝୀ ଓ ଅନ୍ୟାନ ବନ କର୍ମଚାରୀ ମାନେ ମହୁପଦର ଗ୍ରାମକୁ ଯାଇ ପ୍ରଧାନଶିକ୍ଷକ ଙ୍କ ଠାରୁ ଉକ୍ତ ମୟୁର ଦୁଇ ଟିକୁ ଉଦ୍ଧାର କରି ତୁଳସୀ ପାହାଡ଼ରେ ନେଇ ଛାଡିଦେଇଥିଲେ!ଏହି ଘଟଣା ର ଦୁଇଦିନ ପୂର୍ବରୁ ଫରେଷ୍ଟର କ୍ଷୀରଳତା ନାୟକ ସାଲିମ ସେକ୍ସନ ରୁ ଟେକ ପଟା ସିଜ କରିଥିଲେ!ପ୍ରକାଶ ଥାଉକି ଫରେଷ୍ଟର ନାୟକ ଉକ୍ତ ସାଲିମ ସେକ୍ସନରେ କାର୍ଯ୍ୟରତ ଥିଲାବେଳେ ତାଙ୍କର ବିଭିନ୍ନ ଉନୟନ୍ନ ମୂଳକ କାର୍ଯ୍ୟ କଳାପ, ବାନ୍ୟଜନ୍ତୁ ସୁରକ୍ଷା, ସାହାସିକତା ଓ ଜଙ୍ଘଲ ସୁରକ୍ଷା ଆଦି କାର୍ଯ୍ୟକଳାପ ସେ ବହୁବାର ପୁରସ୍କୃତ ହୋଇଛନ୍ତି!ଏପରିକି ସେ ଅପ୍ରିଲ ୨ 0୨ ୧ ରେ ତାଙ୍କର ଏଭଳି ଦୁଃସାହାସିକ କାର୍ଯ୍ୟ ପାଇଁ ଓଡିଶା ସରକାର ଙ୍କ ବନ୍ୟ ଓ ଜଙ୍ଘଲବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଥିଲା!