
ଅଂଗନବାଡିକର୍ମୀନେତ୍ରୀକୁଂ କଇଫିଏତ ତଲବ ଗଞାମ ତା୨୩୵୪୵୨୧(ହିସ)=ଶେରଗଡ ବ୍ଲକ ର ତଥା ଗଞ୍ଜାମ ଜିଲ୍ଲା ର ଅଲ୍ଓଡିଶାଅଂଗନବାଡିଓଲେଡିଜ ୱାର୍କରସଏସୋସିଏସନ ସଭାନେତ୍ରୀ ରଂଜିତାରଥ,ଶେରଗଡ ଆଇସିଡିଏସରେ ଅଂଗନବାଡିକର୍ମୀକୁଂ ଗୋତି ଶ୍ରମିକ ଭାବରେ ଖଟାଇବାସହ ସରକାର କଂ ଦ୍ୱାରା ଘୋଷିତ ଆର୍ଥିକ ପ୍ରାପ୍ଯ ପ୍ରଦାନ ନକରିବା ଏବଂ ଗତବର୍ଷ କୋଭିଟ କାର୍ଯ୍ୟ କରି ଶେଷ ରେଜିଲାରେମୃତ୍ୟୁ ବରଣ କରିଥିବା ତିନି ଜଣକୁଂ ସରକାର କଂ ଦ୍ୱାରା ଘୋଷିତ ଆର୍ଥିକ ସହାୟତା ଏପର୍ଯ୍ୟନ୍ତ ଦିଆଯାଇନଥିବାରୁ ଗତକାଲି ଶେରଗଡ ଠାରେଭଂଜନଗର ଉପଜିଲ୍ଲାପାଳ କୁଂଭେଟି ଦାବି କରିବା ଫଳରେ ଅଂଗନବାଡିକର୍ମୀ କଂ ଦାବି ପୂରଣ କରିବା ପରିବର୍ତ୍ତେ, ଅଂଗନବାଡିକର୍ମୀସଂଘର ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ରଂଜିତାରଥ ବିରୁଦ୍ଧରେ ଶେରଗଡ ସିଡିପିଓ ବିଜୟଲକ୍ଷ୍ମୀ ନିଶକଂ କଇଫିଏତ ତଲବ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ପତ୍ର ଦେଇଛନ୍ତି ।ଏହା ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି ।ପ୍ରଶାସନ ରଏଧରଣରଆକ୍ରୋଶ ମୂଳକ କାର୍ଯ୍ୟ କୁସାଧାରଣରେନାପସନଂଦ କରାଯାଇଛି ।ତୁରନ୍ତ ଗଞାମ ଜିଲା ପାଳ ଏଥିରେ ହସ୍ତକ୍ଷେପ କରି ଅଂଗନବାଡିକର୍ମୀ କଂ ବିଭିନ୍ନ ପ୍ରାପ୍ଯ ପ୍ରଦାନ କରିସେମାନକଂ ଦାବି ପୂରଣ କରି ଅଂଗନବାଡିକର୍ମୀ କୁଂ କାର୍ଯ୍ୟ ରେ ନିୟୋଜିତ କରିବାସହ ସିଡିପିଓ ଦେଇଥିବା କଇଫିଏତ ତଲବ ପତ୍ର ପ୍ରତ୍ଯାହାରକରିନେବାକୁ ସାଧାରଣରେଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO