
ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ପୁଣି କରୋନା ମିଟର ଉପର ମୁହାଁ ହୋଇଛି!ଗତ 24ଘଣ୍ଟା ମଧ୍ୟରେ ଜିଲ୍ଳାରେ ୨ ୧ ଜଣ କରୋନା ସଂକ୍ରମିତ ଚି଼ହ୍ନଟ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ସୂଚନା ଅନୁଯାୟୀ ମାଲକାନଗିରି ପୌରାଞ୍ଚଳ ରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ଜଣେ, କୋରକୁଣ୍ଡା ବ୍ଲକ ଅଞ୍ଚଳରୁ ୨ ଜଣ, କାଲିମେଳା ବ୍ଲକ ଅଞ୍ଚଳରୁ ୧ 0ଜଣ, ଏବଂ ଚିତ୍ରକୋଣ୍ଡା ବ୍ଲକ ରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି!ଆଜି ଚିହ୍ନଟ ଙ୍କ ଭିତରୁ ଜଣେ ପୂର୍ବ ଆକ୍ରାନ୍ତ ସଂସ୍ପର୍ଶ ରେ ଆସି ସଂକ୍ରମିତ ହୋଇଥିବା ବେଳେ ୬ ଜଣ ଘରକୁ ଘର ସର୍ଭେ ସମୟରେ ଓ 14ଜଣ କ୍ଲିନିକାଲ ରେଫେରାଲ ହୋଇଛନ୍ତି!ମାଲକାନଗିରି ଜିଲ୍ଲାରେ ଚିହ୍ନଟ ମୋଟ ୫ ୩ ୫ ୬ ଜଣକ ମଧ୍ୟରୁ 5241ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି!୯0 ଜଣ କୋଭିଡ ମେଡିକାଲ ରେ ଚିକିତ୍ସାଧିନ ଅଛନ୍ତି!ଜିଲ୍ଳାରେ ୨ ୫ ଜଣଙ୍କ ପ୍ରାଣହାନୀ ହୋଇଛି!