ଖୋର୍ଦ୍ଧାରୁ ୧୧୩୨ ଜଣ, କୋରାପୁଟରୁ ୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୩୬ ଜଣ, ନବରଙ୍ଗପୁରରୁ ୨୦୭ ଜଣ, ନୟାଗଡ଼ରୁ ୯୯ ଜଣ, ନୂଆପଡ଼ାରୁ ୪୫୯ ଜଣ, ପୁରୀରୁ ୨୮୬ ଜଣ, ରାୟଗଡ଼ାରୁ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୨୯ ଜଣ, ସୋନପୁରରୁ ୯୯ ଜଣ, ସୁନ୍ଦରଗଡ଼ରୁ ୪୨୭ ଜଣ ଓ ଷ୍ଟେଟ୍ ପୁଲରୁ ୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
January 17, 2025
January 17, 2025