ରାଷ୍ଟ୍ରୀୟ କରୋନା ପଜିଟିଭ୍ ହେଲେ ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନର desk April 20, 2021 ନୂଆଦିଲ୍ଲୀ,ଦେଶର ନ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଥିଲେ । Tags: Corona Continue Reading Previous: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୫,୧୯,୪୮୬ନମୂନାର ପରୀକ୍ଷଣNext: ଭାରତରେ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିଛି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନିୟନ୍ତ୍ରଣ ରେଖାରେ ସୀମା ସେପଟୁ ପାକିସ୍ତାନର ଗୁଳିକାଣ୍ଡ ରାଷ୍ଟ୍ରୀୟ ନିୟନ୍ତ୍ରଣ ରେଖାରେ ସୀମା ସେପଟୁ ପାକିସ୍ତାନର ଗୁଳିକାଣ୍ଡ May 8, 2025 ରାମବନରେ ଭୂସ୍ଖଳନ, ଜମ୍ମୁ କଶ୍ମୀର ଜାତୀୟ ରାଜପଥ ବନ୍ଦ ରାଷ୍ଟ୍ରୀୟ ରାମବନରେ ଭୂସ୍ଖଳନ, ଜମ୍ମୁ କଶ୍ମୀର ଜାତୀୟ ରାଜପଥ ବନ୍ଦ May 8, 2025 ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ 1 min read ରାଷ୍ଟ୍ରୀୟ ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ May 8, 2025