
ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରେ ଆଜି ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । ବାଲିକୁଦା ରୁ ୧ ଜଣ , ଜଗତସିଂହପୁର ରୁ ୩ ଜଣ, କୁଜଙ୍ଗରୁ ୧ ଜଣ, ବିରିଡ ରୁ ୨ ଜଣ , ପାରାଦ୍ଵୀପ ପୌରାଞ୍ଚଳ ରୁ ୨ ଜଣ,ନାଉଗାଁ ରୁ ୨ ଜଣ , ତିର୍ତ୍ତୋଲ ରୁ ୪ ଜଣ , ଏରସମା ରୁ ୩ ଜଣ । ଏହକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୩୫୯ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୧୭୫ ଆକ୍ରାନ୍ତ ସୁସ୍ଥ ହେଲେଣି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୧୩୬ ରହିଛି । ଏହାକୁ ମିଶାଇ ଆଜି ଜିଲ୍ଲାରୁ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮।