ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୩ ଗିରଫ, ୭୧୦ବାହନ ଜବତ desk April 17, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୩ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୭୧୦ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୭,୦୨,୦୫୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗୋଟିଏ ଦିନରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୪୫୯୪ Next: ଆଜି ରାତି ୯ରୁ ଆସନ୍ତା କାଲି ଭୋର୍ ୫ଟା ପର୍ଯ୍ୟନ୍ତ ବାରିପଦାରେ ରାତ୍ରିକାଳୀନ କର୍ଫ୍ୟୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ହ୍ମପୁର ଷ୍ଟେସନ ରେ ଟ୍ରେନ ରେ ଲାଗିଲା ନିଆଁ ଓଡିଶା ହ୍ମପୁର ଷ୍ଟେସନ ରେ ଟ୍ରେନ ରେ ଲାଗିଲା ନିଆଁ June 6, 2023 ମୋଦି ସରକାରର ୯ବର୍ଷ ପୂର୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ ଓଡିଶା ମୋଦି ସରକାରର ୯ବର୍ଷ ପୂର୍ତି ଅବସରରେ ଯୁବମୋର୍ଚ୍ଚାର ମହାଜନସମ୍ପର୍କ ଅଭିଯାନ June 6, 2023 ଚିତ୍ରକୋଣ୍ଡା ଜିଲ୍ଲାପରିଷଦ ଜୋନ ୧ ବିଜେଡି ଦଳର କର୍ମୀଙ୍କ ବୈଠକ ଓଡିଶା ଚିତ୍ରକୋଣ୍ଡା ଜିଲ୍ଲାପରିଷଦ ଜୋନ ୧ ବିଜେଡି ଦଳର କର୍ମୀଙ୍କ ବୈଠକ June 6, 2023