ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରେ ଆଜି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି । ବାଲିକୁଦା ରୁ ୩ ଜଣ , ଜଗତସିଂହପୁର ରୁ ୨ ଜଣ, ରାଘନାଥପୁର ରୁ ୩ ଜଣ, ବିରିଡ ରୁ ୨ ଜଣ , ପାରାଦ୍ଵୀପ ପୌରାଞ୍ଚଳ ରୁ ୬ ଜଣ,ନାଉଗାଁ ରୁ ୧ ଜଣ , ତିର୍ତ୍ତୋଲ ରୁ ୫ ଜଣ , ଏରସମା ରୁ ୨ ଜଣ । ଏହକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୩୧୨ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୧୩୬ ଆକ୍ରାନ୍ତ ସୁସ୍ଥ ହେଲେଣି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୯୮ ରହିଛି । ଏହାକୁ ମିଶାଇ ଆଜି ଜିଲ୍ଲାରୁ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮।
Related Stories
April 19, 2024