

ଝାରଖଣ୍ଡରେ କରୋନାର ୧୩୭ ନୂଆ ମାମଲା
ରାଂଚି, ,ଝାରଖଣ୍ଡରେ କରୋନାର ୧୩୭ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୧୫,୫୨୯ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୦୩୫ଜଣଙ୍କର ମୃତ୍ୟୁ ଘଟିଛି ।
ଛତିଶଗଡରେ ଗତ ୨୪ ଘଂଟାରେ ୧୫,୨୫୬ କରୋନାର ନୂଆ ମାମଲା, ୫୩ ମୃତ
ଋାୟପୁର , ଛତିଶଗଡରେ ଗତ ୨୪ ଘଂଟାରେ ୧୫,୨୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୨୧,୭୬୯ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୫,୪୪୨ ଜଣଙ୍କର ମୃତ୍ୟୁ ଘଟିଛି ।