ଭୁବନେଶ୍ୱର : ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ପରେ କମିଶନର ସ୍ପଷ୍ଟ କରିଛନ୍ତି ବାଇକ୍ରେ ୩ ଜଣଙ୍କୁ ନେଲେ, ହେଲମେଟ୍ ପିନ୍ଧିନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପୁଥିଲେ, ରାସ୍ତାର ଭୁଲ୍ ସାଇଡ୍ରେ ଗଲେ ଏବେ ଆମେ ଫାଇନ୍ ନେଉଛୁ। ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରୁଛୁ। ଇନ୍ସୁରାନ୍ସ ଏବଂ ପଲ୍ୟୁସନ ଏବେ ଦେଖୁନାହୁଁ। କମିଶନର ଏହା ସ୍ପଷ୍ଟ କଲେ । ପରିବହନ ବିଭାଗ ସହ ଆମେ କଥା ହୋଇଛୁ ଓ ଆଇନ ଉଲ୍ଲଂଘନ କରୁଥିବା ପୁଲିସ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନର କହିଲେ।
Related Stories
November 23, 2024