ସେ କହିଛନ୍ତି ଯେ – ଆମେ ସତର୍କ ଏବଂ ସଚେତନ ହେଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରିପାରିବା । ଆମର ସାମାନ୍ୟ ଅସାବଧାନତା ଏକ ବଡ଼ ବିପଦର କାରଣ ସାଜିପାରେ । ତେଣୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ନିୟମିତ ମାସ୍କ ପରିଧାନ ଦ୍ୱାରା ଆସନ୍ତୁ ନିଜକୁ ତଥା ସମଗ୍ର ସମାଜକୁ ସୁରକ୍ଷିତ କରିବା ବୋଲି ସେ କହିଛନ୍ତି ।
Related Stories
November 23, 2024