ଓଡିଶା ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ : ଡ଼ିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ desk April 8, 2021 ସମ୍ବଲପୁର,ସମ୍ବଲପୁର ସଦର ରେଞ୍ଜ୍ ଅଂଚଳରେ ଦନ୍ତା ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକେ ଡ଼ିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ବନ ବିଭାଗ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । Tags: Dharana and demonstration IN front of DFO office Continue Reading Previous: ୱାସିଂ ଲାଇନ୍ରୁ ରେଲୱେ କର୍ମଚାରୀଙ୍କ ମୃତଦେହ ଉଦ୍ଧାରNext: ଆସିକା ବ୍ଲକର ୫ ପଚାଂୟତରେ ଆଜି ଠାରୁ ୧୪୪ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 02 July 2025 Important news 1 min read ଓଡିଶା Indo Kaling Times 02 July 2025 Important news July 2, 2025 3ଦିନ ପ୍ରବଳ ବର୍ଷିବ ଓଡିଶା 3ଦିନ ପ୍ରବଳ ବର୍ଷିବ July 2, 2025 ଆଜି ତିନି ରଥର ଦକ୍ଷିଣ ମୋଡ ଓଡିଶା ଆଜି ତିନି ରଥର ଦକ୍ଷିଣ ମୋଡ July 2, 2025